40 Years of Excellence

Overview of Odia Department


Head of the Department: Paresh Chandra Sahu

Designation Reader in Odia
Date of Joining 04.12.1987
Nature of Association Permanent
Qualification M.A. in Odia
Experience 30
Contact No 94394544225
Department Overview:
Vision:
• VISION: - To make an appearance as a unique centre of learning where intellectually responsive , socially responsible , ethically sensitive & professionally competent citizen can be built .

Missions:
  • M1-: a) Promotion of self-esteem and moral values within the students by using education as a fuel.
  • M2-: b) Regular of self-assessment of teaching & learning performance providing students a safe and functional space for learning, working & research
  • M3-: c) Building a transparent system of administration and governance.
  • M4-: d) Nurturing a ecosystem for holistic education.



Profile of Odia Department

PROGRAM OUTCOMES
  • Students are introduced to complete understanding of both Indian and Foreign literature.
  • Students can develop language skill, critical and creative thinking ability.
  • Students can become good communicators and can have diversified knowledge of various social events.
  • Students can become responsible citizens with moral values and ethic.
PROGRAM SPECIFIC OUTCOMES (PSO)
COURSE OUTCOMES (CO)
Stream Semester Course Course Name Course Outcome
Arts Semester 1 AECC-I ଯୋଗାଯୋଗର ଭାଷା   ବର୍ତମାନ ସମୟରେ ଯୋଗଯେ୍ଧଜ୍ଞ ପ୍ରମୁଖ ଭୂମିକା ହେଉଛି ମଣିଷ ଜୀବନ ଏବଂ ଯୋଗାଯୋଗ ସୋସିଆଲ ମିଡିଆରେ ସାମାଜିକ ଗଣ ମାଧ୍ୟମରେ ଯୋଗଯୋଗ ମାଧ୍ୟମରେ ଆଗକୁ ଯାଇପାରୁଛି । ସବୁ ତଥ୍ୟ ଜାଣିପାରୁଛି । ତେଣୁ ବ୍ୟବହାରିକ ଜ୍ଞାନ ପାଇଁ ଯୋଗ ଯୋଗ ବିଷୟକୁ ଜାଣିବା ଉଚିତ୍ । ତେଣୁ ବିଭିନ୍ନ ଲୋକଙ୍କୁ ଅନ୍ତରଙ୍ଗ ଭାବେ ଜାଣିବା ପାଇଁ ହେଲେ ତାଙ୍କ ନିଜ ମୁହଁରୁ ଶୁଣିବା ଦରକାର । ସେଇଥି ପାଇଁ ସାକ୍ଷାତକାରର ଆବଶ୍ୟକତା ରହିଛି ଏବଂ ନିଜର ଭାବକୁ ଅନ୍ୟମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଉପର୍ଯୁକ୍ତ ରୁଚିପୂର୍ଣ୍ଣ ଭାଷଣର ଆବଶ୍ୟକତା ରହିଛି । ଶ୍ରୋତା ଭଲ ଭାଷଣ ଶୁଣିବାକରୁ ଖୋଜନ୍ତି । ଭାବର ଆଦାନପ୍ରଦାନ ପାଇଁ ବାଗ୍ମିତାର ଆବଶ୍ୟକତା ରହିଛି ଏବଂ ଉଚ୍ଚାରଣ ପାଇଁ ନିର୍ଭୁଲ ବର୍ଣ୍ଣମାଳାର ଆବଶ୍ୟକତା ଜରୁରୀ । ଏଥିପାଇଁ ବର୍ଣ୍ଣଶୁଦ୍ଧି ଏକ ଉପାଦେୟ ବିଷୟ ।
CCH-I ପ୍ରାଚୀନ ଓଡିଆ ସାହିତ୍ୟର ଇତିହାସ   ଓଡିଆ ଭାଷାର ଉତ୍ପତି ଓ ବିକାଶକ୍ରମରେ ସମାଜରେ ସାହିତ୍ୟର ଭୂମିକା ଯଥେଷ୍ଟ ରହିଛି ତେଣୁ ଓଡିଆ ଭାଷା ଓ ସାହିତ୍ୟର ପ୍ରାଚୀନ ଅବସ୍ଥାକୁ ଜାଣିବା ନିମନ୍ତେ ସ୍ନାତକ ଶ୍ରେଣୀର ପ୍ରଥମ ପେପରଟିରେ ସେ ସମୟର ସାମାଜିକ ଓ ସାଂସ୍କୃତିକ ପଟ୍ଟଚିତ୍ରକୁ ଛାତ୍ରଛାତ୍ରୀଙ୍କ ପାଖରେ ପହଚାଂଇବା ଏହାର ମୂଳ ଓ ଏକମାତ୍ର ଉଦେ୍ଦଶ୍ୟ । ଏଥିରେ ପ୍ରାକ୍ ସାରଳା ଯୁଗ ସହିତ ସାରଳା ଓ ପଚଂସଖା ଯୁଗର ସ୍ରଷ୍ଟା ତଥା ସୃଷ୍ଟି ସମ୍ପର୍କୀୟ ବିସ୍ତୁତ ଧାରଣା ମିଳିପାରିବ ।
CCH-II ମଧ୍ୟଯୁଗୀୟ ଓଡିଆ ସାହିତ୍ୟ   ଓଡିଆ ସାହିତ୍ୟ ବିଭିନ୍ନ ଯୁଗ ମାଧ୍ୟମରେ ନିଜର ପରିଚୟର ଏକ ସ୍ୱତନ୍ତ୍ରତା ରହିଛି । ତେଣୁ ପଂଚସଖା ଯୁଗର ଅବସାନ ପରେ ସାହିତ୍ୟ ତାର ଗତିପଥକୁ ପରିବର୍ତନ କରି ନିଜସ୍ୱ ମଧ୍ୟଯୁଗ ବା ଅଳଙ୍କାର ଯୁବ ବା ରୀତି ଯୁଗ ବୋଲି ନାମିତ ହୋଇଛି । ଏ ସମୟର କାବ୍ୟ, କବିତା, ଗଦ୍ୟ ସମ୍ପର୍କରେ ସମାଜର କିପରି ପରିବର୍ତନର ଚିତ୍ର ରହିଛି ଏବଂ ଦରକାରୀ ସାହିତ୍ୟର ଗୌରବ ବହନ କରିପାରିଛି ତାହା ହିଁ ମଧ୍ୟଯୁଗୀୟ ସାହିତ୍ୟର ବିଶେଷତ୍ୱ । ଏହି ସମୟରେ ରଚିତ ହୋଇଥିବା ଓଡିଆ ସାହିତ୍ୟ ସମଗ୍ର ଓଡିଆ ସାହିତ୍ୟର ଗର୍ବ ଏବଂ ଗୌରବ । ଏଥିରୁ ସାମାଜିକ, ସାଂସ୍କୃତିକ, ରାଜନୈତିକ ତଥା ଧାର୍ମୀୟ ପୃଷ୍ଠଭୂମି ସମ୍ପର୍କରେ ଜାଣିହୁଏ ।
GE-I ଗଣମାଧ୍ୟମ, ବେତାର କଳା ଓ ବିଜ୍ଞାପନ କଳା ଫିଚର ପ୍ରମୁଖ ଭୂମିକା ନେଇଛି ସମାଜରେ, ଖବର କାଗଜରେ ପ୍ରିଣ୍ଟ ମିଡିଆ ମାଧ୍ୟମରେ ସାମାଜିକ ବିପ୍ଲବ କଥା ପରିବର୍ତନ ହେଉଛି । ସାମ୍ବାଦିକତା ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଗଣ ମାଧ୍ୟମରେ ହିଁ ସମାଜର ସାମାଜିକ ଅବସ୍ଥା ଠାରୁ ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ତଥା ସାହିତ୍ୟିକ ମୂଲ୍ୟ ନିର୍ଦ୍ଧାରିତ ହୁଏ । ସେହିପରି ବ୍ୟବହାରିକ ଜୀବନରେ ବ୍ୟବସାୟର ଭୂମିକା ଯଥେଷ୍ଟ ରହିବ । ଯେଉଁମାନେ ବ୍ୟବସାୟ କରନ୍ତି ସେମାନେ ଉକ୍ତ ଅଧିକାରୀଙ୍କୁ ଉପଯୁକ୍ତ ଭାବେ ପ୍ରଭାବିତ କରନ୍ତି ପତ୍ର ମାଧ୍ୟମରେ । ସେମାନେ ଉଚ୍ଚ କତୃପକ୍ଷ ପତ୍ର ମାଧ୍ୟମରେ ଦରଖାସ୍ତ କରି କାର୍ଯ୍ୟ କରନ୍ତି । ସେହିଭଳି ପ୍ରତିଟି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏକ ନିୟମ ନୀତିକୁ ସମ୍ମାନ ଦେଇ ଦରଖାସ୍ତ ମାଧ୍ୟମରେ ନିଜର କାର୍ଯ୍ୟ ଗୁଡିକୁ କରିଥାନ୍ତି ଏବଂ ନିୟମ ନୀତିକୁ ସମ୍ମାନ ଦେଇ ଦରଖାସ୍ତ ମାଧ୍ୟମରେ ନିଜର କାର୍ଯ୍ୟଗୁଡିକୁ କରିଥାନ୍ତି ଏବଂ ଏହାଦ୍ୱାରା ଏକର ଶୃଙ୍ଖଳିତ ଧାରା କାର୍ଯ୍ୟକାରୀ ହୋଇ ଜନହିତକାରୀ ହୋଇଥାଏ ।
  Ethics & Values  
Arts Semester 2 AECC-II Odia  
CCH-III ଆଧୁନିକ ଓଡିଆ ସାହିତ୍ୟ   ସାହିତ୍ୟ ସମୟାନୁସାରେ ପରିବର୍ତନଶୀଳ, ସମୟର ଚକରେ ପ୍ରାଚୀନ ପରମ୍ପରା ଠାରୁ ନିଜକୁ ମୁକ୍ତ କରି ଓଡିଆ ସାହିତ ଆଧୁନିକତାର ବାର୍ତାବହନ କରି ନିଜେ ହୋଇଯାଇଛି ଛନ୍ଦମୁକ୍ତ ତଥା ଅଳଙ୍କାର ମୁକ୍ତ । ଶିକ୍ଷା ଠାରୁ ସଂସ୍କାର ଇତ୍ୟାଦିକୁ ପରିବର୍ତନ କରିବା ପାଇଁ ନବଜାଗରଣ, ଇଂରାଜୀ ଶିକ୍ଷା ବିସ୍ତାର, ପତ୍ରପତ୍ରିକା ପ୍ରକାଶନ, ମୁଦ୍ରଣଯନ୍ତ୍ର ପ୍ରତିଷ୍ଠା ଓ ଭାଷା ସୁରକ୍ଷା ଆନେ୍ଦାଳନ ଆଦି ମାଧ୍ୟମରେ ବିଭିନ୍ନ ଲେଖକଙ୍କ ସୃଷ୍ଟି ଦ୍ୱାରା ପରିବର୍ତନର ଶୁଭଶଙ୍ଖ ବାଜିଉଠିଛି । ଏଥିରେ କବି ରାଧାନାଥଙ୍କ ରଚନାଠାରୁ ଆରମ୍ଭ କରି ଆଧୁନ ଯୁଗର କବି ତଥା ସତ୍ୟବାଦୀ ଯୁଗର ସବୁଜ ଧାରା ତଥା ପ୍ରଗତିବାଦୀ ସାମାଜିକ ପୃଷ୍ଠଭୂମି ସମ୍ପର୍କରେ ଛାତ୍ରଛାତ୍ରୀ ପୁଙ୍ଖାନୁପୁଙ୍ଖ ଜାଣିବା ସହିତ ଓଡିଆ ସାହିତ୍ୟରେ ସାମାଜିକ ଚିତ୍ର ପ୍ରତିଫଳିତ ହୋଇ ଏକ ସୁସ୍ଥ ମାନସିକତା ଅବତାରଣା କରାଯାଇଛି ।
CCH-IV ସ୍ୱାଧୀନତା ପରବର୍ତୀ ଓଡିଆ ସାହିତ୍ୟ   ଓଡିଆ ସାହିତ୍ୟରେ ବହୁ ପ୍ରକାରର ପରୀକ୍ଷା ନୀରିକ୍ଷା ହୋଇଛି । ଜୀବନର ବାସ୍ତବତାକୁ ସମାଜକୁ ଦେଖାଇବାପାଇଁ ଚେଷ୍ଟାକରାଯାଇଛି । ମଣିଷ ଜୀବନର ଅସହାୟତା ତଥା ନିଃସଙ୍ଗତାବୋଧ ଏସବୁ ସ୍ୱାଧୀନତା ପରବର୍ତୀ ଓଡିଆ ସାହିତ୍ୟରେ ପ୍ରତିଫଳିତ ହୋଇଛି । ଫ୍ରଏଡିଅ ଦର୍ଶନ ଓ ସମୟର ସାହିତ୍ୟରେ ଚିତ୍ରତ ହୋଇଠଛି ।
GE-2 ସାହିତ୍ୟ ଅଧ୍ୟୟନ ସାହିତ୍ୟ ସମାଜର କଥା କହେ । ସମାଜକୁ ଶୃଙ୍ଖଳିତ କରେ ସାହିତ୍ୟ, କଥା ସାହିତ୍ୟ ମଧ୍ୟରେ ଗଳ୍ପ ପ୍ରବନ୍ଧ, ନାଟକ, ଆତ୍ମଜୀବନୀ, ରମ୍ୟରଚନା, ଜୀବନୀ ସାହିତ୍ୟ, ଉପନ୍ୟାସ ଆଦି ଅନ୍ତର୍ଭୃକ୍ତ, ନାଟକ ସାହିତ୍ୟର ଏକ ସମୃଦ୍ଧ ବିଭାଗ, ଏହାକୁ ପଂଚ ବେଦ ବୋଲି କୁହାଯାଏ । ନାଟକ ଏକ ଦୃଶ୍ୟ କାବ୍ୟ । ସେହିଭଳି ଗଳ୍ପରୁ ସାମାଜିକ ସ୍ଥିତି ଅନୁମେୟ । ସାହିତ୍ୟର ବିଭିନ୍ନ ଗଦ୍ୟ ବିଭାଗକୁ ପାଠ କଲେ ସମାଜର ବାସ୍ତବସ୍ଥିତିକୁ ଗତିମୁଖର କରିବା ସହିତ ସାମାଜିକ ସ୍ଥିତି ଓ ଗତି ସମ୍ପର୍କରେ ଏକ ବିସ୍ତୃତ ଧାରଣା ମିଳିବା ସହିତ ଲୋକମାନଙ୍କର ବୈଦ୍ଧିକ ଜ୍ଞାନର ବିକାଶ ଘଟେ ।
  Ethics & Values  
Arts Semester 3 SEC-I Communicative English Communicative English course is designed to enhance student’s proficiency in the English language with a focus on effective communication skills. Course outcomes like language proficiency, communication skills, Critical thinking, listening ,speaking, reading , writing etc.
CCH-V ଓଡିଆ ଭାଷା ଓ ଲିପିର ଐତିହାସିକ ବିକାଶକ୍ରମ   ଚିତ୍ରଲିପିି ଠାରୁ ଆରମ୍ଭ ହୋଇ ବିଭିନ୍ନ ପରୀକ୍ଷା ନିରୀକ୍ଷା ଦେଇ ଓଡିଆ ଲିପି ଯୋଉ ସ୍ତରରେ ତାହା ହିଁ ହେଉଛି କରଣୀଲିପି, ତାଳପତ୍ରରେ ତୁମନିଆ ଲୌହ ଲେଖନୀରେ ଲେଖାଯାଉଥିଲା । ଲିପିକୁ କରଣୀ ଲିପି କୁହାଯାଏ । ଆମର ଲିପି କେଉଁ ସ୍ତରରେ ବର୍ତମାନ ସ୍ତରରେ ପହଚିଂଛି ତାହା ସମ୍ପର୍କରେ ଜାଣିବା ନିହାତି ଜରୁରୀ ।
CCH-VI ଭାଷାର ସଂଜ୍ଞା ସ୍ୱରୂପ, ଓଡିଆ ଭାଷାର ବୈଶିଷ୍ଟ୍ୟ ଓ ବିବିଧତା   ଓଡିଆ ସାହିତ୍ୟ ଏକ ସମୃଦ୍ଧଶୀଳ ଭାଷା, ସେଇଥି ପାଇଁ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇପାରିଛି । ପଡୋଶୀ ବଙ୍ଗଳା ଭାଷା ଓ ହିନ୍ଦୀଭାଷା ଶାସ୍ତ୍ରୀୟ ମାନ୍ୟତା ପାଇ ନଥିବାବେଳେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି । ସାହିତ୍ୟ ପାଇଁ ଓଡିଆ ଭାଷା ସମୃଦ୍ଧିର କାରଣ ଭାଷାର ବିବିଧତା ରହିଛି । ତେଣୁ ଅନ୍ୟଭାଷା ସହିତ ସମ୍ପର୍କରେ ଆସି ବିବିଧତା ହେତୁ ଏହାର ପ୍ରଗତି ଖୁବ୍ ପ୍ରକାର ହୋଇପାରିଛି ।
CCH-VII ଓଡିଆ ବ୍ୟାବହାରିକ ବ୍ୟାକରଣ   ସଂସ୍କୃତ ବ୍ୟାକରଣ ଆସି ଓଡିଆ ବ୍ୟାକରଣକୁ ସମୃଦ୍ଧ କରି । ଯାହା ସଂସ୍କୃତରେ ରହିିଛି ତାହା ଓଡିଆରେ ମଧ୍ୟ ରହିଥିବାରୁ ବ୍ୟାକରଣ ଦୃଷ୍ଟିକୁ ଦେଖିଲେ ସୁଚିନ୍ତିତ ବୈଜ୍ଞାନି ପ୍ରଣାଳୀର ଭାଷା ଓଡିଆ ତେଣୁ ଏହାର ବ୍ୟାକରଣ ତୃଟି ମଧ୍ୟ ନାହିଁ ।
GE-3    
      Ethics & Values  
Arts Semester 4 SEC-II QLT  
CCH-VIII ଓଡିଆ ଲୋକ ସଂସ୍କୃତ ଓ ଲୋକସାହିତ୍ୟ   ଯୋଉ ପ୍ରଥା, ପରମ୍ପରା, ରୀତି ନୀତି ଚାଲିଚଳନ ଏସବୁ ଯାହା ପାରମ୍ପାରିକ ରୀତିରେ ଅଛି ତାହା ହେଉଛି ସଂସ୍କୃତି ଓ ଲୋକସାହିତ୍ୟ । ଯାହା ଲୋକ ମୁଖରେ ବୋଲା ହେଉଥିଲା । ଓଡିଆ ପ୍ରଦାମ, ପ୍ରବନ୍ଧ, ଢଗ, ଢମାଳି ସବୁ ଲୋକ ଗୀତି । ଲୋକଗୀତି ସଙ୍ଗୀତ କାହାଣୀ ଲୋକ ଚିକିତ୍ସା । ଏଗୁଡିକ ବହୁ ପୂର୍ବରୁ ଅଛି । ଏହାର ସ୍ରଷ୍ଟା ଓ ସୃଷ୍ଟି ସମ୍ପର୍କରେ ଓ ଯାବତ୍ କୌଣସି ତଥ୍ୟ ମିଳିନଥିଲେ ମଧ୍ୟ ତାକୁ ସଂଗ୍ରହ କରାଯାଇଛି । ଓଡିଆ ଭାଷାକୁ ସମୃଦ୍ଧ କରିବାରେ ଓଡିଆ ଲୋକ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
CCH-IX ସାହିତ୍ୟ ତତ୍ୱ - ପ୍ରାଚ୍ୟ ଓ ପାଶ୍ଚାତ୍ୟ   ପ୍ରାଚ୍ୟ ସାହିତ୍ୟ କହିଲେ ଆମର ରସ, ରୀତି, ଗୁଣ, ଧ୍ୱନୀ, ବକ୍ରୋକ୍ତି ଏବଂ ପାଶ୍ଚାତ୍ୟ ସାହିତ୍ୟ ହେଉଛି ଲୋମାଣ୍ଟିସିଜିମ୍, କ୍ଲବସିଜିମ, ସିମ୍ବୋଲିଦିନ ମେଟାଫର । ପ୍ରାଚ୍ୟ ତତ୍ୱ ଓ ପାଶ୍ଚାତ୍ୟାର ମଧୁ ସମ୍ବନ୍ନୟ ଫଳରେ ଓଡିଆଭାଷା ସମୃଦ୍ଧି ଲାଭ କରିଛି । ବିଭିନ୍ନ ପ୍ରକାର ଅଳଙ୍କାର ଯଥା ଉପମା, ରୂପକ, ଆଦି ପ୍ରାଣ ତତ୍ୱ ଅଂଶ ବିଶେଷ । ଏଗୁଡିକ କାବ୍ୟର ଶୋଭାବଦ୍ଧ୍ୱନରେ ପାଶ୍ଚାତ୍ୟରେ ପ୍ରୟୋଗ ହେଉଥିବା ରୋମାଣ୍ଟିସିଜିନଠାରୁ ଆରମ୍ଭ କରି ମେଟାଫର ପର୍ଯ୍ୟନ୍ତ ବିଭିନ୍ନ ତତ୍ୱ ଗୁଡିକ ଥିବାରୁ ସୌନ୍ଦର୍ଯ୍ୟ ବୃଦ୍ଧି କରି ଅର୍ଥତତ୍ୱ ପ୍ରଦାନ କରେ ।
CCH-X ଓଡିଆ କବିତା ପ୍ରାଚୀନରୁ ଆଧୁନିକ   ଓଡିଆ ଆଦିଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଓଡିଆ ସାହିତ୍ୟ ସମ୍ପର୍କରେ ଧାରଣା ସାରଳା ଦାସଙ୍କ ମତରେ ଓଡିଆ କାବ୍ୟର ଅୟମାରମ୍ଭ ହେଲା ପରେ ଧିରେ ଧିରେ ଓହାର ବିକାଶ ଘଟିଛି । ଏହାପରେ ପଂଚସଖା ଓ ରୀତିଯୁଗର ସାହିତ୍ୟର ଯାତ୍ରୀ ଅଗ୍ରସର ହେଲା ବେଳେ ସାହିତ୍ୟରେ କ୍ଲିଷ୍ଟତା ପାଇଁ ସାଧାରଣ ପାଠକ ନିକଟରେ ଏହା ହେଲା ବୁଝିବାକୁ । ତେଣୁ ରାଧାନାଥ ଏକ ସ୍ୱତନ୍ତ୍ର ଶୈଳୀରେ ସହଜ, ସରଳ ଭାବରେ ଲେଖାଗଲା ।
GE-IV    
  Ethics & Values  
Arts Semester 5 CCH-XI ଓଡିଆ ନାଟକ ଓ ଏକାଙ୍କିକା   ନାଟକ ସାହିତ୍ୟ ଓକ ସମ୍ବଦ୍ଧ ବିଭାଗ । ନାଟ୍ୟ ସାହିତ୍ୟକୁ ପଂଚ ବେଦ କୁହାଯାଏ । ସମଗ୍ର ଭାରତରେ ନାଟ ସାହିତ୍ୟ ସୁଦୂରପ୍ରସାରୀ । ଓଡିଆ ନାଟ୍ୟ ପରମ୍ପରା ଏକ ଦୃଢ ପରମ୍ପରା । ନାଟକକୁ ଦୃଶ୍ୟକାବ୍ୟ ବୋଲି କୁହାଯାଏ । ଏହାକୁ ଦେଖି ଦେଖି ଲୋକ ଜାଣନ୍ତି । ଇଏ ପଠନ, ଦର୍ଶନ, ଶ୍ରବଣ ଉପଯୋଗୀ, ସେହିପରି ଏକାଙ୍କିକା ଗୁଡିକ ଏକ----------
CCH-XII ଓଡିଆ କଥା ସାହିତ୍ୟ   ଓଡିଆ କଥା ସାହିତ୍ୟ ଇଂରାଜୀ ସାହିତ୍ୟର ପ୍ରଭାବରେ ଭାରତରେ । ଓଡିଶାରେ ମଧ୍ୟ ଉନବିଂଶ ଶତାବ୍ଦୀର ଶେଷଭାଗରେ ଓଡିଆ କଥା ସାହିତ୍ୟ ସୃଷ୍ଟି । ଫକୀର ମୋହନ ହେଉଛନ୍ତି ସର୍ବଶ୍ରେଷ୍ଠ ସ୍ରଷ୍ଟା । ଗଳ୍ପ, ଉପନ୍ୟାସ, ନାଟକ, ଏକାଙ୍କିକା ଆଦି କଥା ସାହିତ୍ୟ ମାଧ୍ୟମରେ ସମାଜର ବାସ୍ତବ ଚିତ୍ରକୁ ଗତିମୁଖର କରାଇବା ସହିତ ସାମାଜିତ ସ୍ଥିତି ଓ ଗତି ସମ୍ପର୍କରେ ବିସ୍ତୃତ ଧାରଣା ମିଳିପାରେ ।
DSE-I ଓଡିଶାର ସାଂସ୍କୃତିକ ଇତିହାସ ଓ ଓଡିଆ ସାହିତ୍ୟ   ଓଡିଶାରେ ବାରମାସରେ ତେର ପର୍ବପାଳିତ ହୁଏ । ତେଣୁ ଓଡିଶାରେ ବିଭିନ୍ନ ଧର୍ମଧାରଣାର ପ୍ରବେଶ ଘଟିଛି । ବିଭିନ୍ନ ପ୍ରକାରର ସଂସ୍କାର, ବିଭିନ୍ନ ପ୍ରକାର ଓଷା, ବ୍ରତ, ଯାନିଯାତ୍ରା ଏସବୁ ଭରିରହିଛି । ତେଣୁ ତାହାର ପ୍ରତିଫଳନ ଜନଜୀବନରେ ତଥା ସାହିତ୍ୟରେ ଦେଖାଯାଏ । ନାଥ ସାହିତ୍ୟ, ଶୈବ, ଶାକ୍ତ, ଶାଣପତ୍ୟ ଆଦିର ସମ୍ମିଶ୍ରଣ ଘଟିବା ସହିତ ଆଚଂଳିକ ଓଷା ବ୍ରତ ଯଥା ଖୁଦୁରୁକୁଣୀ ଓଷା, କୁରେଇ ଓଷା, ମଙ୍ଗଳବାର ଓଷା, ବୁଧେଇ ଓଷା ଇତ୍ୟାଦିକୁ ନେଇ ସାହିତ୍ୟ ସୃଷ୍ଟି କରାଯାଇଛି । ଏହା ବ୍ୟତୀତ ଆଦିବାସୀ ସଂସ୍କୃତି ଓ ଶ୍ରୀ ଜଗନ୍ନାଥଙ୍କର ରହିଛି ନିବିଡି ସମ୍ପର୍କ କାରଣ ଶବର ସମ୍ପ୍ରଦାୟର ଲୋକ ମାନେ ହିଁ ପ୍ରଥମେ ନୀଳମାଧବ ପୂରପେ ଶ୍ରୀଜଗନ୍ନାଥଙ୍କୁ ପୂଜା କରୁଥିଲେ । ଆଦିବାସୀ ମାନେ ବୃକ୍ଷକୁ ଦାରୁବୋଲି କୁହନ୍ତି ଏବଂ ଶ୍ରୀ ଜଗନ୍ନାଥଙ୍କୁ ଦାରୁରେ ତିଆରି ହେଉଥିବାରୁ ତାଙ୍କୁ ଦାରୁଦେବତା ବୋଲି କହନ୍ତି । ଆଦିବାସୀମାନଙ୍କ ରୀତିନୀତି ଓ ଶ୍ରୀ ଜଗନ୍ନାଥଙ୍କ ରୀତିନୀତି ପ୍ରାୟତଃ ରହିଛି ସାମଞ୍ଜସ୍ୟ । ଏଣୁ ଆଦିବାସୀ ଓ ଆର୍ଯ୍ୟ ସଭ୍ୟତାର ମହାମିଳନ ସମ୍ମିଳଣ ଘଟିଛି ଜଗନ୍ନାଥ ସଂସ୍କୃତି ।
DSE-II ଓଡିଆ ଶିଶୁ ସାହିତ୍ୟ ଓ ବିଜ୍ଞାନ ଭିତିକ ସାହିତ୍ୟ   ଶିଶୁର ମାନସିକ ବିକାଶ କ୍ଷେତ୍ରରେ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥ୍ଧଶ ଏବଂ ବୈଜ୍ଞାନିକ ଚିନ୍ତନ ଯୁକ୍ତ ଲେଖା ଆହୁରି ପ୍ରଭାବିତ କରିଥାଏ । ଶିଶୁମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ ଅନେକ ପ୍ରକାର ଶିଶୁ ସାହିତ୍ୟ ରଚିତ । ବିଜ୍ଞାନ ଜନମାନସକୁ ପ୍ରଭାବିତ କରିବା ଏବଂ ବିଜ୍ଞାନକୁ ନେଇ ସାହିତ୍ୟ ସୃଷ୍ଟି କରାଯାଇଛି । ବିଜ୍ଞାନ ସହିତ ମଣିଶ ଓତଃପ୍ରୋତଃ ଜଡିତ । ଏହା ପଢିଲେ ମଣିଷର ଦୂରଦୃଷ୍ଟି ବଢିଥାଏ । ବିଜ୍ଞାନର ଜଟିଳ
  Ethics & Values  
Arts Semester 6 CCH-XIII ଓଡିଆ ଗଦ୍ୟ ସାହିତ୍ୟ   ଗଦ୍ୟ ସାହିତ୍ୟର ବିଭାଗ ହେଉଛି ପ୍ରବନ୍ଧ, ଆତ୍ମଜୀବନୀ, ରମ୍ୟରଚନା, ଜୀବନୀ ସମାଲୋଚନା ଗଳ୍ପକୁ ସାମାଜିକ ସ୍ଥିତି ଜାଣିହୁଏଌଦ୍ଭଭଗ୍ଦକ୍ଟ୍ର; ଓ ବୌଦ୍ଧ ବିକାଶ ସହିତ ପରିବର୍ତନ ପରିସ୍ଥିତି ସମ୍ପର୍କରେ ତଥା ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ସ୍ଥିତିର ମୂଲ୍ୟାୟନ କରିପାରେ ଗଦ୍ୟ ସାହିତ୍ୟ । ଏହା ସାହିତ୍ୟର ଅନ୍ୟ ଏକ ପ୍ରମୁଖ ତଥା ବିଭାଗ ଯାହା ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହିତ ଶୃଙ୍ଖଳିତ ମଧ୍ୟ କରିଥାଏ ।
CCH-XIV ଓଡିଆ ଭାଷାର ବ୍ୟାବହାରିକ ପ୍ରୟୋଗ   ବାସ୍ତବ ଜୀବନରେ ସାହିତ୍ୟର ବ୍ୟବହାରିକ ଯୁଗ ସହିତ ତାଳଦେଇ ଜାଣିବା ଜରୁରୀ, ବର୍ତମାନ ସମୟରେ ସାମାଜିକ ଜୀବନର ଗଣ ମାଧ୍ୟମ ଏକ ପ୍ରମୁଖ ମାଧ୍ୟମରେ ଲୋକ ଆଗକୁ ଯାଇପାରୁଛି । ବିଭିନ୍ନ ଲୋକଙ୍କର ଅନ୍ତରଙ୍ଗ ହେବା ପାଇଁ ତାଙ୍କ ମୁହିଁରୁ ଜାଣିବା ପାଇଁ ଉପଯୁକ୍ତ ଋଚିପୂର୍ଣ୍ଣ ଭାଷଣ ଆବଶ୍ୟକତା ରହିବ ଭାବକୁ ବ୍ୟକ୍ତ କରିବା ହେଉଛି ଏକ କଳା । ତେଣୁ ଶୁଦ୍ଧ ଭାଷଣ ତଥା ନିର୍ଭକ ସମ୍ବାଦ ପରିବେଷଣ ସହିତ ଆଧୁନିକ ଯୁଗକୁ କିପରି କମ୍ପୁଟର ମାଧ୍ୟମରେ ସହଜ ଓ କମ୍ ସମୟରେ କରିହେବ ତଥା ଆଦି ସାହିତ୍ୟ ଯୁଗପୋଯୋଗୀ ହେବା ତାହାର ଏକ ପ୍ରମୁଖ ଭୂମିକା ରହିଛି କମ୍ପୁଟରରେ ।
DSE-III ସମାଲୋଚନା ସାହିତ୍ୟ ସମାଲୋଚନାର ଅର୍ଥ ସମାନ ଆଲୋଚନା । ଖରାପ ଗୁଣ ଓ ଭଲ ଗୁଣ ଆଜି ସମୀକ୍ଷା କରିବା ଦ୍ୱାରା କାବ୍ୟ, କବିତା, ଗଳ୍ପ, ଉପନ୍ୟାସ ଯେ କେତେ ଉପଯୋଗୀ ତଥା କବି ଲେଖକ ମାନେ କେଇଁ ସ୍ତରରେ ତାହା ସମୀକ୍ଷା ମାଧ୍ୟମରେ ମୂଲ୍ୟାଙ୍କନ କରା ଯାଏ । ତେଣୁ ସାହିତ୍ୟରେ ସମୀକ୍ଷା ହେବା ଜରୁରୀ । ସେହିପରି ଅନୁବାଦ ସାହିତ୍ୟ ଦ୍ୱାରା ବିଶ୍ୱ ସାହିତ୍ୟରେ ଥିବା ଅନେକ ସାହିତ୍ୟକୁ ପଢିବା ଜାଣିବାର ସୁଯୋଗ ପାଇଥାଉ । ଏହାଦ୍ୱାରା ବିଭିନ୍ନ ଭାଷାର ସାହିତ୍ୟକୁ ଆମେ ଅନୁବାଦ ଦ୍ୱାରା ଆମ ମାତୃଭାଷାରେ ପଢିବାର ସୁଯୋଗ ପାଇଥାଉ । ଏହା ବ୍ୟତୀତ ବିଭିନ୍ନ ପତ୍ର ପତ୍ରିକାର ଲେଖାକୁ ସମ୍ପାଦନ ମାଧ୍ୟମରେ ଶୃଙ୍ଖଳିତ କରାଯାଉଛି । କେଉଁ ରଚନାର ମୂଲ୍ୟ କିଭଳି ଗୁରୁତ୍ୱପୂର୍ଣ୍ଣ ତାହା ସମ୍ପାଦନା ବିଧି ମାଧ୍ୟମରେ ବି·ର କରାଯାଏ ।
DSE-IV    
  Ethics & Values  
 

Courses & Syllabus of Odia Department

Sl. no Title Download
1 1st Semester
2 2nd Semester
3 3rd Semester
4 4th Semester
5 5th Semester
6 6th Semester

Student Count of Odia Department

Class +2 +3
Student Count 540 96

Laboratories of Odia Department


Calender of Odia Department

Workshops and Seminars of Odia Department

 
SESSION NAME OF THE GUEST PERSON WITH DESIGNATION  AND ADDRESS TOPIC PRESENTED ( THRUST AREA )
2018 – 19 Dr .DamayantiBeshra . Reader in odia M.P.C autonomas college SahityajibanaraPratichabi
2019 – 20 Dr.Prakash Chandra Das . Principal of B.B college , Baiganbadia SaraladasankaraMahabharat
2020 – 21 SuranjanPatra . SampadakNiharkanya , Balasore OdiakabitarePouranika Citra
2021 - 22 Prof .Poresh Chandra Sahu . (Reted .) B.B.college , Biganbadia OdiaLokaSahityareSamajChitra
2022 - 23 Deepak kumarRout . Lecturer in Odia ,SrimamahilaMohabidyalaya . MadhyayugiyaSahityareBarnnabilasha
 

Faculties of Odia Department

Name : Miss SWARNAKANTA
Designation : Lecturer in Odia
Qualification : M.A. M.Phil.
Experience : 6
Contact No : 7750846793
Name : Jayashree Dash
Designation : Lecturer in Odia
Qualification : M.A. in Odia
Contact No : 8917638297
Name : Ushashi Mishra
Designation : Lect. (Gr-A) in Odia
Qualification : M.A. in Odia
Experience : 28
Contact No : 9776764065
Name : Paresh Chandra Sahu
Designation : Reader in Odia
Qualification : M.A. in Odia
Experience : 30
Contact No : 94394544225

Faculty wise Lesson Plans of Odia Department

Name of the Faculty: Jayashree Dash
Subject: Odia

Sl. no Title Download
1

Faculty wise Lecture Notes of Odia Department

Name of the Faculty: Jayashree Dash
Subject:Odia

Sl. no Title Download
1

Faculty wise Video Lectures of Odia Department

Name of the Faculty: Jayashree Dash
Subject:Odia

Sl. no Title Download
1 ସାରଳା ଦାସ( part 2) Odia Hons Notes | +3 Odia Hons Notes PDF | Odia Live Class
2 କବି ସାରଳା ଦାସ ( Part 1) +3 1st Year Class | Sarala Das Poet, Biography, Works, Books
3 ଚର୍ଯା ଗୀତିକା ଓ ନାଥ ସାହିତ୍ୟର ଧାର୍ମିକ ଓ ସାମାଜିକ ପୃଷ୍ଠଭୂମି // +୩ 1st year // Jayashree Dash.
4 ଚର୍ଯାଗୀତିକା ଓ ନାଥ ସାହିତ୍ୟ ର short questions & answers( part 2)
5 ଚର୍ଯାଗୀତିକା ଓ ନାଥ ସାହିତ୍ୟ( unit 1)ର Natha Sahitya | Questions and Answer
6 ନାଥ ସାହିତ୍ୟ (unit 1,+3 1st yr odia hons)
7 ଚର୍ଯ୍ୟା ଗୀତିକା- +3 1st Odia Hons Class | Full Explanation

Staffs of Odia Department